
ପିଏମ ଭାବେ ରେକର୍ଡ ରଚିଲେ ମେଲୋନି..
ଏହି ଉପଲବ୍ଧି ତାଙ୍କ ନେତୃତ୍ୱରେ ଇଟାଲିର ଜନତାଙ୍କ ଭରସା ଓ ବିଶ୍ୱାସକୁ ଦର୍ଶାଉଛି। ଦୁଇ ଦେଶ ଭିତରେ ଘନିଷ୍ଠ ସହଯୋଗ ଜାରି ରହିବ ବୋଲି ଆଶା କରିଛନ୍ତି ମୋଦି। ସେପ୍ଚେମ୍ୱର ୪ରେ ଅର୍ଥାତ ଆଜି ଇଟାଲି ପିଏମ୍ ଜର୍ଜିଆ ମେଲୋନିଙ୍କ ସରକାର ଲଗାତାର ୧୪୧୩ ଦିନ ପୁରା କରିଛନ୍ତି।
Latest in WORLD
ମୋଦି–ପୁଟିନ ବୈଠକ: ଯୁଦ୍ଧର ଅନ୍ତ ପାଇଁ ମୋଦିଙ୍କ ଶାନ୍ତି ବାର୍ତ୍ତା
ପ୍ରଧାନମନ୍ତ୍ରୀ Narendra Modi ରୁଷିଆର ରାଷ୍ଟ୍ରପତି Vladimir Putinଙ୍କ ସହ ଭେଟି ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଦିଗରେ ଆଗେଇବାକୁ ଗୁରୁତ୍ୱ ଦେଇଛନ୍ତି। କିର୍ଗିଜସ୍ତାନର ବିଶ୍କେକରେ SCO ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ମୋଦି କହିଥିଲେ, ମାନବତାର ହିତ ପାଇଁ “ଅନନ୍ତ ଯୁଦ୍ଧରୁ ଯୁଦ୍ଧର ଅନ୍ତ ଦିଗକୁ ଆଗେଇବାକୁ ହେବ”। ଭାରତ ସମସ୍ତ ଶାନ୍ତି ପ୍ରୟାସକୁ ସମର୍ଥନ କରିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି
କିର୍ଗିଜସ୍ତାନରେ PM ମୋଦି, SCO ସମ୍ମିଳନୀରେ ଯୋଗଦେବେ
କିର୍ଗିଜସ୍ତାନର ରାଜଧାନୀ ବିଶ୍କେକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ Narendra Modi। ଦୁଇ ଦିନିଆ ଗସ୍ତରେ ସେ ୨୬ତମ ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀ ଅବସରରେ SCO ସଦସ୍ୟ ଦେଶମାନଙ୍କ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ସୁରକ୍ଷା, ସଂଯୋଗ ଏବଂ ଆଞ୍ଚଳିକ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ରଖିବାର କାର୍ଯ୍ୟକ୍ରମ ରହିଛି।

ଟଙ୍କା ଦିଅ ଚଳିବ- ହେଲେ ଉଦ୍ଧାରକାରୀ ଦଳ ପଠାଅନି : କାହିଁକି ଏମିତି କହିଲା ନେପାଳ ?
ଭାରତ, ଚୀନ୍,ଆମେରିକା, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ବାଂଲାଦେଶ ଭଳି ଦେଶ ନିଜର ବିଶେଷଜ୍ଞ ବିପର୍ଯ୍ୟୟ ପ୍ରଶମନ ଟିମକୁ ନେପାଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ବି ନିଜର ଏନଡିଆରଏଫ ଟିମ ମୁତୟନ କରିବାକୁ ପ୍ରସ୍ତାବ ପଠାଇଥିଲା। ହେଲେ ନେପାଳୀ ସେନା ଓ ପୁଲିସ ସୁପାରିଶରୁ ସରକାର ଏ ସବୁ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।
ଭାରତ–ଚୀନ୍ ସୀମା ଆଲୋଚନାରେ ନୂଆ ପଦକ୍ଷେପ, ରାଜନୈତିକ ସମାଧାନ ପାଇଁ ଜାରି ରହିବ ଆଲୋଚନା
ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ଜାରି ରଖିବା ଉପରେ ଉଭୟ ଦେଶ ସହମତ ହୋଇଛନ୍ତି। ସୀମା ପ୍ରଶ୍ନର ରାଜନୈତିକ ସମାଧାନ ଖୋଜିବା ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୀର୍ଘମିଆଦି ଭିତ୍ତିରେ ସ୍ଥିର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ମୋହନ ଭାଗଓ୍ୱତଙ୍କ କାର୍ଯ୍ୟକ୍ରମକୁ ନ୍ୟୁୟର୍କ ମେୟରଙ୍କ ବିରୋଧ..
ବିବିଧତା ଭିତରେ ଏକତାର ମୂଳମନ୍ତ୍ରରେ ବିଶ୍ୱାସ କରେ ଭାରତ। ହେଲେ ଭାରତ ଭଳି ଦେଶରେ ଧର୍ମକୁ ନେଇ ବିଭାଜନକାରୀ ତତ୍ତ୍ୱକୁ ସେ ବିରୋଧ କରନ୍ତି। ସମାଜକୁ ଭାଗ ଭାଗ କରିବାର ଭାବନାକୁ ସେ ବିରୋଧ କରନ୍ତି। ଏଭଳି ବିରୋଧ ସେ ଜଣେ ଭାରତୀୟ- ଆମେରିକୀୟ ଭାବେ କରୁନାହାନ୍ତି। ବରଂ ଏକ ଏଭଳି ସହରର ମେୟର ଭାବେ କରୁଛନ୍ତି। ଯିଏ ପ୍ରତିଟି କଥାକୁ ଗଭୀର ଭାବେ ବିଶ୍ୱାସ କରେ।

ଋଷ ପାଇଁ ମଧ୍ୟସ୍ଥି କରିବେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼..
ଏ ପୁରା ମାମଲା ୟୁକ୍ରେନ-ଋଷ୍ ଯୁଦ୍ଧ ବେଳେ କୋଟି କୋଟି ଡଲାରର କ୍ଷତିପୂରଣ ଦାବି ସହ ଜଡ଼ିତ। ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଭାରତର ଚର୍ଚ୍ଚିତ ପୂର୍ବତନ ସିଜେଆଇଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଗ୍ଲୋବାଲ ଆର୍ବିଟ୍ରେସନ ରିଭ୍ୟୁର ରିପୋର୍ଟ ଅନୁସାରେ, ଏହି ହାଇପ୍ରୋଫାଇଲ ମାମଲାକୁ ତୁଟାଇବାକୁ ୩ ସଦସ୍ୟ ବିଶିଷ୍ଟ ଏକ ଟ୍ରିବ୍ୟୁନାଲ ଗଠନ ହୋଇଛି।

ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କଲେ ମିଳିବ ୧୦ ମିଲିୟନ ଡଲାର ପୁରସ୍କାର! ଇରାକର ଇସଲାମିକ ପ୍ରତିରୋଧ ସଂଗଠନ ପକ୍ଷରୁ ବଡ଼ ଘୋଷଣା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ଇରାକର ଇସଲାମିକ ପ୍ରତିରୋଧ ସଂଗଠନ (Islamic Resistance in Iraq) । ଟ୍ରମ୍ପଙ୍କୁ ହତ୍ୟା କଲେ ୧୦ ମିଲିୟନ ଆମେରିକୀୟ ଡଲାର
ଭିଏତନାମାରେ ଓଲଟିଲା ଟୁରିଷ୍ଟ ବୋଟ୍। ୧୫ ଭାରତୀୟ ମୃତ
ଭିଏତନାମାରେ ଓଲଟିଲା ଟୁରିଷ୍ଟ ବୋଟ୍। ୧୫ ଭାରତୀୟ ମୃତ, ବୋଟରେ ଥିଲେ ୩୬ ଭାରତୀୟ। ମୃତକଙ୍କ ଭିତରେ ଅଧିକାଂଶ ତେଲେଙ୍ଗାନା ଓ ଆନ୍ଧ୍ରର। ରୁଟ୍ ନ୍ୟୋଗୋଇ ଦୀପକୁ ବୁଲିବାକୁ ଯାଉଥିଲେ। ପ୍ରାୟ ୪ଶହ ମିଟର ଦୂରରେ ଓଲଟିପଡ଼ିଲା।

ବାହାମାସରେ ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ, ଫ୍ଲେମିଙ୍ଗୋ ଏୟାରର ଉଡ଼ାଣ ସ୍ଥଗିତ
ଶୁକ୍ରବାର ବାହାମାସ ନର୍ଥ ଆଣ୍ଡରସ ଭୟାବହ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଭୟାବହ ଘଟଣା ପରେ ସରକାର ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରିଛନ୍ତି।

ଆମେରିକା-ଇରାନ ଯୁଦ୍ଧ: ଶକ୍ତିସଂକଟକୁ କେମିତି ମୁକାବିଲା କରିବ ଭାରତ
ଜାତିସଂଘ ସମେତ ବିଭିନ୍ନ ଦେଶ ଉଭୟ ପକ୍ଷକୁ ସଂଯମ ଆଚରଣ ରଖିବା ଓ ଯୁଦ୍ଧକୁ ଆହୁରି ବ୍ୟାପକ ନ କରିବାକୁ ଅପିଲ କରିଛନ୍ତି।ହୋର୍ମୁଜକୁ ନେଇ ପୁଣି ସଂଘର୍ଷ ତେଜିଲେ, ଭାରତ ଉପରେ ଏହାର ପୁଣି ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହି଼ଛି। ଇରାନ- ଆମେରିକା ଡିଲ୍ ଭାଙ୍ଗିଗଲେ, ତେଲ ଓ ଗ୍ୟାସର ଖେଳ ବିଗିଡ଼ିବ।

ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ, ୮୦ରୁ ଅଧିକ ଟାର୍ଗେଟ୍ ଧ୍ୱଂସ
ଇରାନ ଉପରେ ଆମେରିକା ପୁଣି ଥରେ ବଡ଼ ଧରଣର ସାମରିକ ଆକ୍ରମଣ । ହର୍ମୁଜ୍ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଇରାନ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛି ।

ମଝି ଆକାଶରୁ ଗାଏବ ପାକିସ୍ତାନୀ କାର୍ଗୋ ବିମାନ, ୫ କ୍ରୁ ସଦସ୍ୟଙ୍କ ପାଇଁ ସମୁଦ୍ରରେ ଅପରେସନ୍
ୟୁଏଇର ଶାରଜାହରୁ ପାକିସ୍ତାନର କରାଚୀ ଅଭିମୁଖେ ଆସୁଥିବା ଏକ ପାକିସ୍ତାନୀ କାର୍ଗୋ ବିମାନ ମଝି ଆକାଶରୁ ନିଖୋଜ । ବିମାନର ସନ୍ଧାନ ପାଇଁ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ଖୋଜାଖୋଜି ଜାରି । ବିମାନରେ ୫ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି।

ସିରିଆରେ ମାକ୍ରୋନଙ୍କ ଗସ୍ତ ସମୟରେ ବିସ୍ଫୋରଣ, ୬ ମୃତ; ୨୦ ଆହତ
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସିରିଆ ଗସ୍ତ ସମୟରେ ବିସ୍ଫୋରଣ । ରାଜଧାନୀ ଦମିସ୍କରେ ମାକ୍ରୋନ ରହୁଥିବା ହୋଟେଲ ନିକଟରେ ଦୁଇଟି ବିସ୍ଫୋରଣ । ମାକ୍ରୋନ ହୋଟେଲରେ ନଥିବାରୁ ସେ ସୁରକ୍ଷିତ ରହିଛନ୍ତି।

ଇରାନରେ ଖାମେନେଇଙ୍କ ଅନ୍ତିମ ସଂସ୍କାର, ୬ ତାରିଖ ଯାଏ ଚାଲିବ ଶୋକ ଯାତ୍ରା
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ ୬ ପର୍ଯ୍ୟନ୍ତ ଶୋକ ସଭା ଚାଲିବା ପରେ ୯ରେ ତାଙ୍କ ଜନ୍ମସ୍ଥାନ ମଶହଦର ଇମାମ ରେଜା ଶ୍ରାଇନରେ ତାଙ୍କୁ ସମାଧି ଦିଆଯିବ।
