
Low Pressure Alert : ଓଡ଼ିଶା ଆଡ଼କୁ ଆଉ ଏକ ଲଘୁଚାପ: ବୁଧବାରଠାରୁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ପୁଣି ବର୍ଷାର ପରିମାଣ ବଢ଼ିବ। ସେପ୍ଟେମ୍ବର ୯ରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
Latest in State
Milk price hike: ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର, କ୍ଷୀର ଲିଟର ପିଛା ବଢ଼ିଲା ୨ ଟଙ୍କା
ଦୁଗ୍ଧ ଚାଷୀଙ୍କ ପାଇଁ ବଡ଼ ଖୁସି ଖବର। ସେପ୍ଟେମ୍ବର ୧୧ରୁ କ୍ଷୀର ଲିଟର ପିଛା ୨ ଟଙ୍କା ଅଧିକ ମିଳିବ। ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ହେବେ ଉପକୃତ।
MMDR ନେଇ ବିଭୂତି ଜେନାଙ୍କ ବଡ଼ ବୟାନ
MMDR ଆଇନକୁ ନେଇ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ବୟାନ, କହିଲେ- ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇନି।
Olashuni Arrest: ଓଳାଶୁଣୀ ପାହାଡ଼ ନିକଟରୁ ୫ ସନ୍ଦିଗ୍ଧ ଯୁବକ ଗିରଫ, ବନ୍ଧୁକ ଓ ମୋବାଇଲ ଜବତ
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଓଳାଶୁଣୀ ପାହାଡ଼ ନିକଟରୁ ୫ ଜଣ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ସନ୍ଦିଗ୍ଧ ଅବସ୍ଥାରେ ଯୁବକମାନେ ଏକାଠି ହୋଇ କିଛି ଯୋଜନା କରୁଥିବା ନେଇ ପୋଲିସ ସୂଚନା ପାଇଥିଲା। ଏହାପରେ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
farmer registration: ଭଦ୍ରକରେ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅଭିଯୋଗ
ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅଭିଯୋଗ, ଭଦ୍ରକ କେନ୍ଦୁଆପଦା ସେବା ସମବାୟ ସମିତି ନାମରେ ଅଭିଯୋଗ।
FISHERMAN DEATH: ମାଛ ମାରିବା ବେଳେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ପାରାଦ୍ୱୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ଉଚ୍ଚ ଲହଡ଼ି ମାଡ଼ରେ ବୋଟ୍ରେ ପଡ଼ି ମତ୍ସ୍ୟଜୀବୀ ମୃତ। ଷଣ୍ଢକୁଦ ଅଞ୍ଚଳରେ ଶୋକର ଛାୟା।
Social Security Scheme: ସାମାଜିକ ସୁରକ୍ଷା ଯୋଜନାରେ ୧୬.୭୬ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ: ୩ ପଞ୍ଚାୟତ ସ୍ତରୀୟ ଅଧିକାରୀ ଗିରଫ
ସାମାଜିକ ସୁରକ୍ଷା ଯୋଜନାରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବୟସ୍କ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୬.୭୬ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଠକେଇ ଓ ଅପବ୍ୟବହାର ମାମଲାରେ ୩ ଜଣ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ବର୍ତ୍ତମାନ ଖଇରା ବ୍ଲକ ବର୍ତନା ପଞ୍ଚାୟତର PEO ଭାବେ କାର୍ଯ୍ୟରତ ଚିତ୍ତରଞ୍ଜନ ବାଗସିଂ ଥିବା ସୂଚନା ମିଳିଛି।
Jagannath Temple Land: ଜଗନ୍ନାଥ ଜମି ସେଟଲମେଣ୍ଟ, ୨ ବର୍ଷରେ ଶେଷ ହେବ ପ୍ରକ୍ରିୟା
ଶ୍ରୀଜଗନ୍ନାଥ ମନ୍ଦିର ଜମି ସେଟଲମେଣ୍ଟ ପାଇଁ ଖୁବ୍ଶୀଘ୍ର ଆସିବ ଅନଲାଇନ୍ ପୋର୍ଟାଲ। ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ସେଟଲମେଣ୍ଟର ମିଳିବ ସୁଯୋଗ। ୨ ବର୍ଷରେ ଶେଷ ହେବ ପ୍ରକ୍ରିୟା।
Tiger Skin Seized: ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଇନ୍ଦା ଟିମ୍
ଜୟପୁରରେ ଚଢ଼ାଉ; ବାଘ ଛାଲ କାରବାର ଚାଲିଥିବା ବେଳେ ମାଡ଼ି ବସିଲା ସ୍ୱତନ୍ତ୍ର ଗୁଇନ୍ଦା ଟିମ୍। ଚଢ଼ାଉ ବେଳେ ଜବତ ହେଲା କଲରାପତରିଆ ବାଘର ଛାଲ। ଜଣେ ଅଭିଯୁକ୍ତ ଅଟକ।

Student Death ବାଲେଶ୍ୱର ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ସାଙ୍ଗକୁ ନେଇ ପରିବାରର ଅଭିଯୋଗ
ବାଲେଶ୍ୱର ଜିଲ୍ଲାର ଏକ ଘରୋଇ କଲେଜ ହଷ୍ଟେଲରୁ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ। ମୃତ ଛାତ୍ରୀ ଜଣକ ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବୋଲି ଜଣାପଡ଼ିଛି। ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ, ଝିଅର ଜଣେ ସାଙ୍ଗକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ।
LIQUOR SEIZED: ଅଙ୍ଗନବାଡ଼ି ପରିସର ପାଇଖାନାରୁ ମଦ ଡିପୋ
ଭଦ୍ରକରେ ଅବକାରୀ ବିଭାଗର ଚଢ଼ାଉ। ଅଙ୍ଗନବାଡ଼ି କେନ୍ଦ୍ର ନିକଟ ପରିତ୍ୟକ୍ତ ପାଇଖାନାରେ ମଦ ଡିପୋ, ୧୫ ବସ୍ତାରୁ ଅଧିକ ଦେଶୀ ମଦ ଜବତ।

Unsafe Buildings ବିପଦପୂର୍ଣ୍ଣ କୋଠା ଚିହ୍ନଟ ପାଇଁ ୧୫ ଦିନିଆ ଯାଞ୍ଚ: ଆବଶ୍ୟକ ସ୍ଥଳେ ଭଙ୍ଗାଯିବ ଅସୁରକ୍ଷିତ ନିର୍ମାଣ
ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠା ବିରୋଧରେ କଡ଼ା ପଦକ୍ଷେପ ନେବ ରାଜ୍ୟ ସରକାର। ଏଥିପାଇଁ ୧୫ ଦିନିଆ ଯାଞ୍ଚ ଓ ପରିଦର୍ଶନ ଅଭିଯାନ ଆରମ୍ଭ ହୋଇଛି। ଯାଞ୍ଚକାରୀ ଦଳ ସରକାରୀ ଓ ଘରୋଇ ବିପଦସଙ୍କୁଳ କୋଠାର ଗଠନାତ୍ମକ ସ୍ଥିତି ଯାଞ୍ଚ କରିବେ। ବିପଦପୂର୍ଣ୍ଣ ଭାବେ ଚିହ୍ନଟ ହେଲେ ଆଇନ ଅନୁଯାୟୀ ନୋଟିସ୍ ଏବଂ ଆବଶ୍ୟକ ସ୍ଥଳେ କୋଠା ଭାଙ୍ଗିବା ଭଳି ପଦକ୍ଷେପ ନିଆଯିବ। କଟକ ଓ ପୁରୀ ଭଳି ପୁରୁଣା ସହର ଉପରେ ରହିବ ବିଶେଷ ଫୋକସ୍।
Vote rList ଭୋଟର ତାଲିକାରୁ ବସ୍ତାବାସୀଙ୍କ ନାଁ କାଟିବା ଅଭିଯୋଗ: ବିଜେଡିର ସାମ୍ବାଦିକ ସମ୍ମିଳନୀ
ବସ୍ତା ବ୍ଲକ୍ର ୩ ହଜାରରୁ ଅଧିକ ଲୋକଙ୍କ ନାଁ ଭୋଟର ତାଲିକାରୁ କାଟିବା ପାଇଁ ଆବେଦନ ହୋଇଥିବା ଅଭିଯୋଗ କରିଛି ବସ୍ତା ଏନଏସି ବିଜେଡି। ଦୀର୍ଘବର୍ଷ ଧରି ବସ୍ତାରେ ବସବାସ କରୁଥିବା ଲୋକଙ୍କ ନାଁ କାହିଁକି କାଟିବା ପାଇଁ ଆବେଦନ କରାଯାଇଛି, ଏହାର କାରଣ ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ନାଁ ପ୍ରକାଶ କରିବାକୁ ବିଜେଡି ଦାବି କରିଛି। ଏହା ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।

Orangutans Rescue: ଭୋଗରାଇରୁ ଉଦ୍ଧାର ଓରାଙ୍ଗଉଟାନ
ବାଲେଶ୍ବର ଜଙ୍ଗଲରେ ଓରାଙ୍ଗଉଟାନ: ଦେଖିବାକୁ ପ୍ରବଳ ଭିଡ଼, ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ମାନଙ୍କୁ ରଖାଯାଇଛି କ୍ୱାରେନଟାଇନ୍ରେ। ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ', ଓଡ଼ିଶାକୁ କେମିତି ଆସିଲା ତଦନ୍ତ କରାଯିବ: ମନ୍ତ୍ରୀ
MID DAY MEAL: ତରକାରୀରୁ ବାହାରିଲା ଝିଟିପିଟି, ୧୩୦ ଛାତ୍ରଛାତ୍ରୀ ଅସୁସ୍ଥ
ଧାମନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ସମସ୍ତ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି, ଦୁଇ ଗୁରୁତର।
