Minor Rape Case : ଛଅ ବର୍ଷର ଝିଅ ସହ ଦୁଷ୍କର୍ମ, ବାପାକୁ ଆଜୀବନ ଜେଲ୍
ଛଅ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ବାପା ରୂପେନ୍ଦ୍ର ମୁରାରୀ ପାତ୍ରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Latest in Crime

Harapriya Death Case: ପରକୀୟା ପ୍ରୀତି ନା ଯୌତୁକ କଳହ? ହରପ୍ରିୟାଙ୍କ ମୃତ୍ୟୁ, ସ୍ୱାମୀ ଗିରଫ!
ବାଲେଶ୍ୱରର ହରପ୍ରିୟାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ସଞ୍ଜୀବ ଲେଙ୍କା ଗିରଫ। ପରକୀୟା ପ୍ରୀତି ଓ ଅଧିକ ଯୌତୁକ ଦାବି ସହ ନିର୍ଯାତନାକୁ ନେଇ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Pilibhit Firing Triple Murder:ରାମଲୀଳା ହିସାବ ବିବାଦରୁ ଗୁଳିକାଣ୍ଡ, ୩ ମୃତ
ରାମଲୀଳା ମେଳାର ଆୟବ୍ୟୟ ହିସାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରକ୍ତପାତର ରୂପ ନେଲା। ଉତ୍ତରପ୍ରଦେଶର ପିଲିଭିତ୍ରେ ଗୁଳିକାଣ୍ଡରେ ତିନି ଜଣଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କମିଟି ବିବାଦ କିପରି ଏତେ ଭୟଙ୍କର ହେଲା, ତାହାକୁ ନେଇ ଚାରିଆଡେ ଚର୍ଚ୍ଚା |

Baghpat Murder:ପତ୍ନୀଙ୍କୁ ଅଶ୍ଳୀଳ କମେଣ୍ଟ- ୨ ବର୍ଷରେ ୨ ସାଙ୍ଗକୁ ମର୍ଡର!
ଯୋଗେଶ ମର୍ଡର ମାମଲାରେ ସେ ଜେଲରୁ ଜାମିନରେ ଆସିଥିଲା। ଆଉ ଜାମିନରେ ଆସି ଆଉ ଜଣେ ସାଙ୍ଗ ପୁଷ୍ପେନ୍ଦ୍ରଙ୍କୁ ମାରିଦେଲା।ପତ୍ନୀଙ୍କ ଉପରେ ଅଭଦ୍ର ଓ ଆପତ୍ତିଜନକ ଟିପ୍ପଣୀରୁ ୨ ବର୍ଷରେ ୨ ସାଙ୍ଗକୁ ମର୍ଡର। ବାଗପତରେ ମନୋଜ କଶ୍ୟପର କାହାଣୀ ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଇ ବସୁଛି।

Ex MLA Beaten To Death:ପୂର୍ବତନ ବିଧାୟକଙ୍କୁ ପିଟି ପିଟି ମାରିଦେଲେ
ରାଜସ୍ଥାନ ଭରତପୁର ଜିଲ୍ଲାରୁ ବଡ ଖବର ସାମ୍ନାକୁ ଆସିଛି | ଯେଉଁଠି BJPର ପୂର୍ବତନ ବିଧାୟକ ଅତର ସିଂହ ଭଡାନାଙ୍କୁ ପିଟିପିଟି ହତ୍ୟା କରାଯାଇଛି | ସୂଚନା ଅନୁସାରେ ତାଙ୍କ ଉପରେ ୭୦-୮୦ ଜଣ ଲୋକ ବାଡ଼ିରେ ଓ ପଥରରେ ଆକ୍ରମଣ କରିଥିଲେ |

Shocking Ghaziabad Murder : ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର
ୟୁପିର ଗଜିୟବାଦର ଖୋଡା ରେ ୧୦ ଅକ୍ଟୋବରରେ ସିଲେଇ କାରିଗରକୁ ଗୁଳି ମାରି ହତ୍ୟା କରାଯାଇଥିଲା | ପୋଲିସ ମାତ୍ର ୧୨ ଘଣ୍ଟାରେ ଭିତରେ ମାମଲାର ପର୍ଦ୍ଦାଫାସ କରି ଅବୈଧ ବନ୍ଧୁକ ସହ ମୃତକଙ୍କ ପତ୍ନୀ ନିଶା ଏବଂ ମାଉସୀ ପୁଅ ଭିଣୋଇ ପପୁଙ୍କୁ ଗିରଫ କରିଛି |

Lucknow Double Murder:ଲକ୍ଷ୍ନୌରେ ଚାଞ୍ଚଲ୍ୟ- ଡାଟା କେବୁଲରେ ପତ୍ନୀ ଓ ଝିଅକୁ ମର୍ଡର
ପୁଲିସକୁ ଡାଏଲ ୧୧୨ରେ ଏହି ସୂଚନା ମିଳିଥିଲା। ସୂଚନା ଆଉ କେହି ନୁହେଁ, ହତ୍ୟାକାରୀ ହୋମଗାର୍ଡ ରବୀନ୍ଦ୍ର ହିଁ ଦେଇଥିଲା। ଦୁହେଁ ଶୋଇଥିଲା ବେଳେ ମାରିଥିଲା ରବୀନ୍ଦ୍ର। ରବୀନ୍ଦ୍ର ଓ ଶ୍ୟାମାଙ୍କ ଭିତରେ ପାରିବାରିକ ବିବାଦ ଚାଲିଥିଲା।
Murder Mystery in Katak: କାଠଯୋଡ଼ିରେ ମୃତ୍ୟୁ ରହସ୍ୟ!
କଟକ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ବାଦାମବାଡ଼ି ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ର ତଦନ୍ତ ଜାରି। ଘଟଣାସ୍ଥଳରୁ ଶୋଇବା ସପ୍ ଓ ରୋଷେଇ ସାମଗ୍ରୀ ଜବତ। ମୃତ ମହିଳାଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ।

Bijnor Tractor Horror : ମଦ ଦୋକାନରେ ବଚସା, ଟ୍ରାକ୍ଚର ଚଢ଼ାଇ ୩ ଜଣଙ୍କୁ ମାରିଦେଲା
ୟୁପିର ବିଜନୋର ରେ ମଦ ପିଇବା ସମୟରେ ସାମାନ୍ୟ ବିବାଦ ହତ୍ୟାର ରୂପ ନେଇଥିଲା | ଝଗଡା ପରେ ଜଣେ ଯୁବକ ରାସ୍ତାକଡରେ ଠିଆ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଟ୍ରାକ୍ଟର ଚଢେଇ ଦେଇଥିବାର ଅଭିଯୋଗ ହୋଇଛି | ଏହି ଘଟଣାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି , ଯାହାଫଳରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା |
Husband Shoots Wife: ବଜାରରେ ପତ୍ନୀ ଓ ଯୁବକଙ୍କୁ ଗୁଳି କଲେ ସ୍ୱାମୀ
ଫିରୋଜାବାଦର କୋଟଲା ଚୁଙ୍ଗି ଅଞ୍ଚଳରେ, ଜଣେ ସ୍ୱାମୀ ନିଜ ସ୍ତ୍ରୀ ଓ ଜଣେ ଯୁବକଙ୍କୁ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖି ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ କଥା କଟାକଟି ମଧ୍ୟରେ ହଠାତ୍ ରିଭଲଭରରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ପତ୍ନୀ ଓ ଯୁବକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରିଥିଲା।
Argument Leads To Shooting:ଯୁକ୍ତି ତର୍କରୁ ଗୁଳିକାଣ୍ଡ:ଯୁବକଙ୍କ ମୃତ୍ୟୁ
ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁକ୍ତି ତର୍କରୁ ବନ୍ଧୁକରୁ ଗୁଳି ଫୁଟିଥିଲା |
Husband Killed:ପ୍ରେମନଗରରେ ସ୍ୱାମୀ ପାଇଁ କାଳ ସାଜିଲା ପତ୍ନୀ ଓ ପଡୋଶୀ ପ୍ରେମ
ସନ୍ଦେହ ନେଲା ହତ୍ୟାକାଣ୍ଡର ରୂପ | ପତ୍ନୀ ଓ ପଡ଼ୋଶୀଙ୍କ ସମ୍ପର୍କକୁ ନେଇ ସନ୍ଦେହ କରୁଥିଲେ ଦେହରାଦୁନର ମଦନ ମୁଖିଆ | ତେବେ କିଛି ଭୁଲ ଅନୁମାନ କରିନଥିଲେ ମଦନ | ପଡ଼ୋଶୀର ମୋବାଇଲରେ ନିଜ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଦେଖିବା ପରେ ବିରୋଧ କରିବା ସାଜିଲା କାଳ | ବଦ୍ଲା ନେବା ପାଇଁ ସ୍ୱାମୀକୁ ଜଙ୍ଗଲକୁ ଡାକି ନିର୍ମମ ଭାବେ ହତ୍ୟା କରିଛନ୍ତି ପତ୍ନୀ ଓ ପଡୋଶୀ ପ୍ରେମିକ |
Loot Case: ମହିଳାଙ୍କୁ ମାଡ଼ ମାରି ଲୁଟିନେଲେ ୫୦ ହଜାର
ସିମୁଳିଆ ଥାନା ସୁଙ୍ଗୁଡ଼ା ଗ୍ରାମରେ ରାତିରେ ଘରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ଓ ସୁନା ଲୁଟିନେଇଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି | ଅନ୍ୟ ଏକ ଘରେ ମଧ୍ୟ ଲୁଟ୍ ଉଦ୍ୟମ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।
Brown sugar Raid : ଗୁପ୍ତ ସୂଚନାରେ ରାତି ଚଢ଼ାଉ, ଧରାପଡ଼ିଲା ନିଶା ଚେନ୍
ଜୟପୁରର କେନାଲ ରୋଡ୍ ନିକଟରେ ବ୍ରାଉନସୁଗାର କାରବାର ଉପରେ ପୋଲିସର ଚଢ଼ଉ । ୬ ଜଣ ଗିରଫ, ୪୦୩.୧ ଗ୍ରାମ ବ୍ରାଉନସୁଗାର ସହ ୨୦ ହଜାର ଟଙ୍କା, ୮ ମୋବାଇଲ୍, କାର୍ ଓ ୨ଟି ମାରଣାସ୍ତ୍ର ଜବତ। ଜଣେ ଅଭିଯୁକ୍ତ ଫେରାର ।

Lucknow Murder : AIରୁ ଶିଖି ମାଆକୁ ମାରିଲା ପୁଅ- ଅସ୍ୱାଭାବିକ ପରିବର୍ତ୍ତନରୁ ଘରଠୁ ଦୂରରେ ରହୁଥିଲା
ମାରିବା ପରେ କେମିତି ଗରମ ପାଣିରେ ରକ୍ତ ଓ ଅନ୍ୟାନ୍ୟ ସାକ୍ଷୀକୁ ପୋଛିହେବ, ସେ ଆଇଡିଆ ବି ଏଆଇରୁ ଶିଖି ଡାଏରୀରେ ଲେଖିଥିଲା। ଡାଏରୀ, ମୋବାଇଲ ଓ ହତ୍ୟାରେ ବ୍ୟବହୃତ ରେଞ୍ଚି ଜବତ କରିଛି ପୁଲିସ। ସମସ୍ତ ସାମଗ୍ରୀକୁ ଫରେନସିକ ଯାଞ୍ଚ ଲାଗି ପଠାଯାଇଛି। ପରିବାର ଭିତରେ ଲମ୍ୱା ସମୟ ଧରି ବିବାଦରୁ ଏଭଳି ମର୍ଡର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ପୁଅର ଆଚରଣ ୧୦ ରୁ ୧୨ ବର୍ଷ ଯାଏ ସ୍ୱାଭାବିକ ଥିଲା।
