Maa Kushmanda: ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କ ପୂଜା, ଜାଣନ୍ତୁ ମା’ଙ୍କ ମହିମା ଓ ମହତ୍ତ୍ୱ
ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କ ପୂଜା ବିଧି, ମନ୍ତ୍ର, ଭୋଗ ଓ ଆରତୀ ବିଷୟରେ ଜାଣନ୍ତୁ। ମା’ଙ୍କ ଆରାଧନାର ସମ୍ପୂର୍ଣ୍ଣ ବିଧି ପଢ଼ନ୍ତୁ।
Latest in Latest
Illegal Sand Mining : ବେଆଇନ ବାଲି ଖନନ ରୋକିବାକୁ ଯାଇ ହତ୍ୟା ଧମକ
ଜଳେଶ୍ୱରରେ ବାଲି ମାଫିଆଙ୍କ ଦାଦାଗିରି | ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଯାଇ ଖଣି ଅଧିକାରୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଅଭିଯୋଗ | ଥାନାରେ ଏତଲା, ତଦନ୍ତ ଜାରି |
Maa Chandraghanta: ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା
ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର ମହତ୍ତ୍ୱ, ଦିବ୍ୟ ସ୍ୱରୂପ, ଶିବ-ପାର୍ବତୀଙ୍କ ବିବାହ କାହାଣୀ ଓ ପୌରାଣିକ ମହିମା। ଭକ୍ତଙ୍କୁ ଦିଅନ୍ତି ନିର୍ଭୟତା ଓ ସାହସର ଆଶୀର୍ବାଦ।

Maa Brahmacharini: ନବରାତ୍ରୀର ଦ୍ୱିତୀୟ ଦିନ- ମାଆ ବ୍ରହ୍ମଚାରିଣୀଙ୍କ ମହିମା ଓ ପୌରାଣିକ କଥା
ତପସ୍ୟା, ତ୍ୟାଗ ଓ ଅଦମ୍ୟ ସଂକଳ୍ପର ପ୍ରତୀକ ମାଆ ବ୍ରହ୍ମଚାରିଣୀ; ଶିବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କରିଥିଲେ କଠୋର ତପସ୍ୟା।
Meets MS Dhoni Mid-Flight:ଉଡ଼ାଣ ସମୟରେ ଧୋନିଙ୍କୁ ଭେଟିଲେ ଏୟାର୍ ହୋଷ୍ଟେସ୍
ଧୋନିଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଲେ ଏୟାର ହୋଷ୍ଟେସ୍, କହିଲେ ପୂରଣ ହେଲା ସ୍ବପ୍ନ | ଜଣେ ଇଣ୍ଡିଗୋ ଏୟାର ହୋଷ୍ଟେସଙ୍କର ବିମାନ ଯାତ୍ରା ମଧ୍ୟରେ ଏମଏସ ଧୋନିଙ୍କ ସହ ଏକ ଅବିସ୍ମରଣୀୟ ସାକ୍ଷାତ ହୋଇଥିଲା, ଯିଏ ତାଙ୍କ କାମର ଚାପ ବିଷୟରେ ଶୁଣିଥିଲେ ଏବଂ ପରାମର୍ଶ ମଧ୍ୟ ଦେଇଥିଲେ | ଯାହା ଦେଖି ଧୋନିଙ୍କ ପ୍ରଶଂସକ ମାନେ ଈର୍ଷା କରୁଛନ୍ତି |
Dowry Gitanjali Case : ଗୀତାଞ୍ଜଳିଙ୍କ ଘଟଣାକୁ ନେଇ କଳାହାଣ୍ଡିରେ ହଇଚଇ
କଳାହାଣ୍ଡି ଜିଲ୍ଲାରେ ଯୌତୁକ ନିର୍ଯାତନା ଅଭିଯୋଗ। ପେଟ୍ରୋଲ ଢାଳି ଶ୍ୱଶୁର ନିଆଁ ଲଗାଇଥିବା ନେଇ ଗୀତାଞ୍ଜଳିଙ୍କ ବାପା ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Akhoijam Controversy : ମହିଳାଙ୍କ ନ୍ୟାୟ ପ୍ରସଙ୍ଗରେ କଂଗ୍ରେସକୁ ପ୍ରଶ୍ନବାଣ, ରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା!
ଜେଏନ୍ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ରାଜନୀତି ତେଜିଛି। ତାଙ୍କ ଗିରଫ ଦାବିରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି।

Prasanna Patra Arrest:ଭିଜିଲାନ୍ସ ଚଢ଼ାଉରେ ମିଳିଲା ୧.୪୬ କୋଟିର ଜମା
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ | ଚଢ଼ାଉରେ ୪ଟି କୋଠା, ୭ଟି ପ୍ଲଟ୍, ସୁନା ଓ ୧.୪୬ କୋଟି ଟଙ୍କାର ଜମା ଠାବ ହୋଇଛି |

DSP Anju Yadav :ଘୁଂଘଟରୁ ଖାକି ବର୍ଦ୍ଦି:ଓକିଲଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ
ଓଢଣା ଭିତରୁ ବାହାରି ଖାକି ବର୍ଦ୍ଦି ପର୍ଯ୍ୟନ୍ତ ଅଞ୍ଜୁ ଯାଦବଙ୍କ ଜୀବନ ସଂଘର୍ଷ ଓ ସଫଳତାର ଏକ ଅସାଧାରଣ କାହାଣୀ ଅଟେ। ସ୍ୱାମୀଙ୍କୁ ହରାଇବା ପରେ ପୁଅକୁ ନେଇ ଜଣେ ଏକକ ମା’ ଭାବରେ ଜୀବନ ଗଢ଼ିଥିବା ଅଞ୍ଜୁ ଏବେ 'ଥପ୍ପଡବାଜ' ପୋଲିସ୍ ଅଧିକାରୀ ଭାବେ ଚର୍ଚ୍ଚାରେ ଅଛନ୍ତି।
Kaptipada Hospital : ଅକ୍ସିଜେନ ପାଇପ୍ ଖୋଲୁ ଖୋଲୁ ଜଳିଲା ଆମ୍ବୁଲାନ୍ସ
କପ୍ତିପଦା ଉପଖଣ୍ଡ ଡାକ୍ତରଖାନାରେ ଘରୋଇ ଆମ୍ବୁଲାନ୍ସରେ ନିଆଁ ଲାଗି ବିସ୍ଫୋରଣ। ଏଥିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି |
Fined Over Overpriced Water:ଅଧିକ ଦାମର ପାଣିବୋତଲ- କୋକାକୋଲାକୁ ଜରିମାନା
ସିନେମା ହଲ୍ରେ ନିର୍ଦ୍ଧାରିତ ଦାମଠାରୁ ଅଧିକ ମୂଲ୍ୟରେ ପ୍ୟାକେଜ୍ଡ ପାଣି ବିକ୍ରି କରିବା ମାମଲାରେ ସିନେପୋଲିସ୍ ସିନେମା ଓ କୋକାକୋଲା କମ୍ପାନୀକୁ ମୋଟ ୮୫ ହଜାର ଟଙ୍କା ଜରିମାନା କରାଯାଇଛି। ପାଟନା ଉପଭୋକ୍ତା ଅଦାଲତ ଏହି ରାୟ ଦେଇଛନ୍ତି।

12-hour Odisha Bandh : ରାଜ୍ୟବ୍ୟାପୀ ଜନଜୀବନ ପ୍ରଭାବିତ, ବିଭିନ୍ନ ସ୍ଥାନରେ ରାସ୍ତାରୋକ
ଇଣ୍ଡିଆ ମେଣ୍ଟର ୪ ଦଫା ଦାବିକୁ ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦରେ ଅନେକ ଜିଲ୍ଲାରେ ତୀବ୍ର ପ୍ରଭାବ। ରାସ୍ତାରୋକ, ପିକେଟିଂ ଓ ବିକ୍ଷୋଭ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ସ୍ଥାନରେ ଦୋକାନବଜାର ବନ୍ଦ। ବନ୍ଦର ପ୍ରଭାବରେ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବ୍ୟାହତ।
Running star ‘Pillu Goggins’:ରନିଂ ଷ୍ଟାର ‘ପିଲ୍ଲୁ ଗଗିନ୍ସ’: ୩୮ କିମି ଦୌଡ଼ିଲା କୁକୁର
ସାଧାରଣତଃ ଜଣେ ରନର ୩୮ କିମି ଦୌଡିଲେ ବଡ ଉପଲବ୍ଧି ବୋଲି ଧରାଯାଏ | ହେଲେ କାନପୁରରେ ଗୋଟେ ବୁଲା କୁକୁର ବିନା ନିମନ୍ତ୍ରଣରେ ରନର ମାନଙ୍କ ସହ ୩୮ କିମି ଦୌଡି ଇଣ୍ଟରନେଟରେ ଷ୍ଟାର ପାଲଟି ଯାଇଛି | ତାକୁ ରନରମାନେ ମଜାରେ ‘ପିଲ୍ଲୁ ଗଗିନ୍ସ’ ଡାକୁଛନ୍ତି |
Surprise Checks in Baliapal : ବାଲିଆପାଳରେ ମେଡିସିନ ଦୋକାନରେ ସରପ୍ରାଇଜ ଯାଞ୍ଚ
ବାଲିଆପାଳର ବିଭିନ୍ନ ମେଡିସିନ ଦୋକାନରେ ସଦର ଡ୍ରଗ୍ସ ଇନ୍ସପେକ୍ଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ। ଔଷଧର ଷ୍ଟକ୍, ଲାଇସେନ୍ସ, ବିକ୍ରି ରେକର୍ଡ ଓ ସଂରକ୍ଷଣ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

Delhi NCR Uttarakhand Earthquake : ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଏଁ ଥରିଲା ଭୂମି
ଗତକାଲି ରାତିରେ ଦିଲ୍ଲୀ-NCR ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ, ନୋଏଡା, ଗାଜିୟାବାଦ ଓ ମେରଠରେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ। ଉତ୍ତରାଖଣ୍ଡ ସମେତ ହିମାଚଳ ପ୍ରଦେଶ, ପଞ୍ଜାବ ଓ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଝଟକା ପ୍ରାୟ ୩୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।
