ରିଲିଜ୍ ପରେ ‘ରାମାୟଣ’କୁ ନେଇ ଚର୍ଚ୍ଚା, ଆଡଭାନ୍ସ ବୁକିଂରେ ୧୩୦ କୋଟି ପାର୍! ଦିୱାଲୀରେ ଆସିବ ଦ୍ୱିତୀୟ ଭାଗ।
ବରଖାସ୍ତ ପରେ ଏବେ ଗୃହବନ୍ଦୀ ପେନା। ଦେଶର ସିନେଟରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମହାଭିଯୋଗ ପ୍ରସ୍ତାବ ପୂର୍ଣ୍ଣ ବହୁମତ ସହ ପାରିତ ହୋଇଛି।ଉଏନୋ ବ୍ୟାଙ୍କ ବନ୍ଦ କାରଣରୁ ୩୦ଲକ୍ଷ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଖାତା ଓ କାର୍ଡ ଅଚାନକ ଫ୍ରିଜ୍ ହୋଇଗଲା। ଏହାକୁ ନେଇ ପୁରା ଦେଶରେ ଆକ୍ରୋଶ ଚରମସୀମାରେ ପହଞ୍ଚିଥିଲା। ବିଶ୍ୱାସଘାତ ଓ ପଦର ଦୁରୁପଯୋଗ ଭଳି ଗମ୍ଭୀର ଆରୋପ ଥିଲା ପେନାଙ୍କ ଉପରେ।
ଟ୍ରମ୍ପଙ୍କୁ ହତ୍ୟା କରିବାକୁ କହୁଥିଲା ଅଜଣା ସ୍ୱର ! ହ୍ୱାଇଟ୍ ହାଉସ୍ ନିକଟରୁ ୩ ବନ୍ଧୁକ ସହ ଭେନେଜୁଏଲାର ବ୍ୟକ୍ତି ଗିରଫ ।
ଅମୃତସର-ନ୍ୟୁ ଜଳପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସ୍ରେ ଭୟଙ୍କର ଅଗ୍ନିକାଣ୍ଡ! ସର୍ଟ ସର୍କିଟ୍ ଯୋଗୁଁ ୪ଟି ବଗି ଜଳି ପାଉଁଶ, ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେଲେ ମଧ୍ୟ ଏକାଧିକ ଟ୍ରେନ୍ର ରୁଟ୍ ବଦଳିଲା।
ଦୀର୍ଘଦିନର ଛାଡ଼ପତ୍ର ଗୁଜବକୁ ପଛରେ ପକାଇ ହାତରେ ହାତ ଛନ୍ଦି ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନ ! ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଦୁହିଁଙ୍କ ରୋମାଣ୍ଟିକ୍ ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିବା ସହ ଟ୍ରୋଲର୍ସଙ୍କୁ ଦେଲା କଡ଼ା ଜବାବ।
କ୍ଷମା ହୃଦୟରୁ ମାଗିଥିଲ ନା କେବଳ କାଗଜରେ। ଏଭଳି କହି ସିଜେଆଇଙ୍କ ବିରୁଦ୍ଧରେ ଟିପ୍ପଣୀ କରିଥିବା କେରଳମ କଂଗ୍ରେସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପୋଷ୍ଟ ଉପରେ କେରଳ ପିସିସିର ପଦାଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ ଜାରି।
ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା ! ୭ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର।
ଭାରତୀୟ ହକି ଦଳ ମୋହାଲିରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି କ୍ରମାଗତ ତୃତୀୟ ତଥା ଷଷ୍ଠ ଥର ପାଇଁ ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ କରିଛି।
କୋରାପୁଟ ସେମିଳିଗୁଡ଼ାର ଝରାପୁଟ ଗାଁରେ ମହାବଳ ବାଘ ଆତଙ୍କ। ମଇଁଷି ମୃତ୍ୟୁ ପରେ ଟ୍ରାପ୍ କ୍ୟାମେରାରେ ବାଘର ଫଟୋ କଏଦ, ସତର୍କ ରହିବାକୁ ବନ ବିଭାଗର ପରାମର୍ଶ।
ଭୋଟରେ କୌଣସି ଅନିୟମିତତା ହୋଇନି ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିବା ପରେ ନେତାନ୍ୟାହୁଙ୍କୁ ଲାଗିଥିଲା ବଡ଼ ଝଟକା। ଆଉ ଏବେ ଲାଗିଛି ଡବଲ ଝଟକା। ବିରୋଧୀ ଦଳ ନେତା ଗାଦି ଆଇଜନକୋଟଙ୍କୁ ଜଏଣ୍ଟ ଲିଷ୍ଟ ନେତୃତ୍ୱାଧୀନ ଆରବ ପାର୍ଟି ସମର୍ଥନ ଘୋଷଣା କରିଛି। ଆଉ ଏହି ସମର୍ଥନ ଘୋଷଣା ସହ ଆଇଜନକୋଟଙ୍କ ମେଣ୍ଟରେ ସାଂସଦଙ୍କ ସଂଖ୍ୟା ୬୭ରେ ପହଞ୍ଚିଯାଇଛି। ବହୁମତ ବା ମ୍ୟାଜିକ ନମ୍ୱରରୁ ୬ଟି ଅଧିକ ଆସନ ଗାଦିଙ୍କ ଝୁଲାରେ ଅଛି।