ରୋମାନ୍ସ, କମେଡି ଓ ହରର୍ର ମିଶ୍ରଣ; ସେପ୍ଟେମ୍ବର ୨୫ରେ ଆସୁଛି ‘The Vvaan’
‘Vvaan’ର ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କୁ ଏକ ଏଭଳି ଜଙ୍ଗଲ ମଧ୍ୟରେ ଦେଖାଯାଇଛି, ଯେଉଁଠି ଭୟ, ଆସ୍ଥା ଓ ଅଲୌକିକ ଶକ୍ତିର ପ୍ରଭାବ ରହିଛି। ଟ୍ରେଲରରେ ‘Vvaan Devi’ ମନ୍ଦିରକୁ ନେଇ ଆସ୍ଥା ଓ ବିକାଶ ଯୋଜନା ମଧ୍ୟରେ ଏକ ବଡ଼ ସଂଘର୍ଷର ଥିବାର ଦେଖିବାକୁ ମିଳୁଛି ।

‘Vvaan’ର ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କୁ ଏକ ଏଭଳି ଜଙ୍ଗଲ ମଧ୍ୟରେ ଦେଖାଯାଇଛି, ଯେଉଁଠି ଭୟ, ଆସ୍ଥା ଓ ଅଲୌକିକ ଶକ୍ତିର ପ୍ରଭାବ ରହିଛି। ଟ୍ରେଲରରେ ‘Vvaan Devi’ ମନ୍ଦିରକୁ ନେଇ ଆସ୍ଥା ଓ ବିକାଶ ଯୋଜନା ମଧ୍ୟରେ ଏକ ବଡ଼ ସଂଘର୍ଷର ଥିବାର ଦେଖିବାକୁ ମିଳୁଛି । ଏହା ସହ ଅତୀତ ସହ ଜଡିତ ଏକ ରହସ୍ୟମୟ ପରିବର୍ତ୍ତନର ମଧ୍ୟ ଝଲକ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କ ଫ୍ୟାଣ୍ଟାସି ଫିଲ୍ମ ‘The Vvaan’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଟ୍ରେଲରରେ ଏକ ଏଭଳି ଜଙ୍ଗଲର କାହାଣୀର ଝଲକ ମିଳିଛି, ଯେଉଁଠି ପ୍ରାଚୀନ ଆସ୍ଥା ଓ ଅଲୌକିକ ଶକ୍ତି ମଧ୍ୟରେ ରୋମାଞ୍ଚକର ଘଟଣା ଘଟୁଛି | ଏହି ଫିଲ୍ମରେ ପ୍ରଥମଥର ପାଇଁ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆ ଅନ୍-ସ୍କ୍ରିନ୍ କପଲ୍ ଭାବେ ଏକାଠି ନଜର ଆସିଛନ୍ତି । ଟ୍ରେଲରରେ ରୋମାନ୍ସ, କମେଡି ଓ ହରର୍ର ମିଶ୍ରଣ ଦେଖିବାକୁ ମିଳୁଛି । ଜଙ୍ଗଲ, ପ୍ରାଚୀନ ଆସ୍ଥା ଓ ଅଲୌକିକ ରହସ୍ୟକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢ଼ିବାର ସଙ୍କେତ ମିଳିଛି । ‘The Vvaan’ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସିନେମାହଲ୍ରେ ରିଲିଜ୍ ହେବ। ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କ ଫ୍ୟାଣ୍ଟାସି ଫିଲ୍ମ ‘The Vvaan’ର ଟ୍ରେଲର ଆଜି ରିଲିଜ୍ ହୋଇଛି । ଟ୍ରେଲରରେ ଏକ ରହସ୍ୟମୟ ଜଙ୍ଗଲର କାହାଣୀର ଝଲକ ଦେଖିବାକୁ ମିଳିଛି, ଯେଉଁଠି ପ୍ରାଚୀନ ଆସ୍ଥା ଓ ଅଲୌକିକ ଶକ୍ତି ମଧ୍ୟରେ ସଂଘର୍ଷ ଦେଖାଯାଇଛି । ଏହି ଫିଲ୍ମରେ ପ୍ରଥମଥର ପାଇଁ ସିଦ୍ଧାର୍ଥ ଓ ତମନ୍ନା ଅନ୍-ସ୍କ୍ରିନ୍ କପଲ୍ ଭାବେ ଏକାଠି ନଜର ଆସିଛନ୍ତି । ଟ୍ରେଲରରେ ରୋମାନ୍ସ, କମେଡି ଓ ହରର୍ର ମିଶ୍ରଣ ଦେଖାଯାଇଛି। ଫିଲ୍ମଟି ସେପ୍ଟେମ୍ବର ୨୫ରେ ସିନେମାହଲ୍ରେ ରିଲିଜ୍ ହେବ।ଟ୍ରେଲରରେ ‘Vvaan Devi’ଙ୍କ ଜଙ୍ଗଲ ମନ୍ଦିର ଓ ଏହାର ବିକାଶ ପାଇଁ ହେଉଥିବା ଯୋଜନାକୁ ନେଇ ଏକ ବଡ଼ ସଂଘର୍ଷର ସଙ୍କେତ ମିଳିଛି । ଏହି କାହାଣୀକୁ ନେଇ ପୂର୍ବରୁ ‘Chhathi Maiya’ ଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଗୀତରେ ଛଠ୍ ପୂଜାର ଚିତ୍ରଣ ସହ ଫିଲ୍ମର କାହାଣୀର କେନ୍ଦ୍ରରେ ଥିବା ବନଦେବୀଙ୍କ ସମ୍ପର୍କ ଦେଖାଯାଇଥିବାରୁ ସୋସିଆଲ ମିଡିଆରେ ଏହାକୁ ଭଲ ପ୍ରତିକ୍ରିୟା ମିଳିଥିଲା ।
