‘Vvaan’ର ଟ୍ରେଲରରେ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କୁ ଏକ ଏଭଳି ଜଙ୍ଗଲ ମଧ୍ୟରେ ଦେଖାଯାଇଛି, ଯେଉଁଠି ଭୟ, ଆସ୍ଥା ଓ ଅଲୌକିକ ଶକ୍ତିର ପ୍ରଭାବ ରହିଛି। ଟ୍ରେଲରରେ ‘Vvaan Devi’ ମନ୍ଦିରକୁ ନେଇ ଆସ୍ଥା ଓ ବିକାଶ ଯୋଜନା ମଧ୍ୟରେ ଏକ ବଡ଼ ସଂଘର୍ଷର ଥିବାର ଦେଖିବାକୁ ମିଳୁଛି ।