student election:ଛାତ୍ର ସଂସଦ ନିର୍ବାଚନ ରେ ପ୍ରଚାର ର ଶେଷ ଦିନ
ଛାତ୍ର ସଂସଦ ନିର୍ବାଚନ ର ଶେଷ ଦିନ ରେ କମ୍ପୁଛି କଲେଜ କ୍ୟାମ୍ପସ । ଆସନ୍ତାକାଲି ପ୍ଲାଟଫର୍ମ ସ୍ପିଚ ଥିବାରୁ ଆଜି ଶେଷ ଦିନ ରେ ସମସ୍ତ ଚେଷ୍ଟା ଲଗାଇ ସମସ୍ତ ଙ୍କୁ ଭେଟିବା ରେ ବ୍ୟସ୍ଥ ଛାତ୍ର ଛାତ୍ରୀ ।
P
By Priti Chhanda BeheraPublished: Oct 13, 2026, 07:26 PM •1 min read •2 Views

ଧାମନଗର :ଛାତ୍ର ସଂସଦ ନିର୍ବାଚନ ର ଶେଷ ଦିନ ରେ କମ୍ପୁଛି କଲେଜ କ୍ୟାମ୍ପସ । ସମସ୍ତ ପାର୍ଥୀ ଓ ପ୍ରାର୍ଥୀନୀ ମାନେ ଶେଷ ଦିନ ରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ନିକଟ ରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଡିଗ୍ରୀ କଲେଜ ରେ ବିଜୁ ଛାତ୍ର ଜନତା ଦଳ ର ଛାତ୍ର ଛାତ୍ରୀ ମାନେ ପ୍ରଚାର କରିବା ସହ ଅନେକ ଅସୁବିଧା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଧାମନଗର ଡିଗ୍ରୀ କଲେଜ ରେ 23 ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ବିଜୁ ଛାତ୍ର ଜନତା ଦଳ 9 ଟି ପଦବୀ ପାଇଁ ପାର୍ଥୀ ଦେଇଚି । ଆସନ୍ତାକାଲି ପ୍ଲାଟଫର୍ମ ସ୍ପିଚ ଥିବାରୁ ଆଜି ଶେଷ ଦିନ ରେ ସମସ୍ତ ଚେଷ୍ଟା ଲଗାଇ ସମସ୍ତ ଙ୍କୁ ଭେଟିବା ରେ ବ୍ୟସ୍ଥ ଛାତ୍ର ଛାତ୍ରୀ ।
Comments0
Leave a Reply
Loading comments...
