ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଙ୍କ ସୂଚନା। ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ।
S
By Subhadra DasPublished: Jul 4, 2026, 06:18 PM •1 min read •8 Views

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ଏହି ମୈସୁମୀ ଅଧିବେଶନ। ଏନେଇ ସୋସିଆଲ ମିଡିଆ ‘X’ ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଅଧିବେଶନର ତାରିଖ ଚୂଡ଼ାନ୍ତ ହୋଇଛି। ମୋଟ ୨୦ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ବିଭିନ୍ନ ବିଲ୍, ଜନଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଜାତୀୟ ମହତ୍ତ୍ୱର ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାସହ ଅଧିବେଶନ ସମୟରେ ସରକାର ବିଭିନ୍ନ ବିଲ୍ ଉପସ୍ଥାପନ କରିପାରନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
