ଦଶହରାରେ 'ରାମାୟଣ'ର ପ୍ରଚାର ସମୟରେ "ସତ୍ୟର ଅନ୍ତ" ସମ୍ବନ୍ଧୀୟ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ, ରଣବୀର କପୁର ନିକଟରେ ଚେନ୍ନାଇ ପହଞ୍ଚିଥିଲେ ଏବଂ ସେଠାରେ ନିଜ ଭୁଲ୍ ସ୍ୱୀକାର କରି ଏବେ କ୍ଷମା ମାଗିଛନ୍ତି ଅଭିନେତା।
ଫିଲ୍ମ ରାମାୟଣକୁ ନେଇ ବଡ ଅପଡେଟ୍। ରିଲିଜ ହେଲାନି ‘ରାମାୟଣ’ ଟ୍ରେଲର, ଶେଷ ମୁହୂର୍ତ୍ତରେ ସ୍ଥଗିତ କଲେ ନିର୍ମାତା। ନିରାଶ ହେଲେ ପ୍ରଶଂସକ।
୪ହଜାର କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମକୁ ନେଇ ମେକର୍ସ ଜବରଦସ୍ତ ପ୍ଲାନ୍ କରିଛନ୍ତି। ଆସନ୍ତା ଦିପାବଳୀରେ ଏହାର ପାର୍ଟ-୧ ରିଲିଜ ହେବ। ଦୁଇଟି ଟ୍ରେଲର ସହ ଫିଲ୍ମ ବି ଦୁଇଟି ଭାଗରେ ଆସିବ। ଦ୍ୱିତୀୟ ଭାବ ୨୦୨୭ ଦିପାବଳୀରେ ଆସିବ।