ଦିଲ୍ଲୀରେ ନିର୍ବାଚନ ଆୟୋଗ ବିରୋଧରେ ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ CJP ନେତା ଅଭିଜିତ ଦୀପକେଙ୍କ ସମେତ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଏୟାର ଇଣ୍ଡିଆ ବିମାନ ଭିତରୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛନ୍ତି । ଏହି ଘଟଣାକୁ CJP ନିନ୍ଦା କରିବା ସହ ଦିଲ୍ଲୀରେ ଶତାଧିକ ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଦାବି କରିଛି |
ଜର୍ମାନୀରେ ରହୁଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଦିଲ୍ଲୀର ଜନ୍ତର-ମନ୍ତରରେ ପ୍ରସ୍ତାବିତ CJP ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଯିବା ପୂର୍ବରୁ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରୁ ପୋଲିସ ହେପାଜତକୁ ନେଇଥିବା ଖବର ମିଳିଛି |ଘଟଣାକୁ CJP ନିନ୍ଦା କରିବା ସହ ଧ୍ରୁବ ରାଠୀଙ୍କ ସମେତ ଅଟକ ଥିବା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି |
କେବଳ ଲମ୍ୱା ଅନଶନ ଲାଗି ନୁହେଁ, ବରଂ ନିଜର ଉଜ୍ଜ୍ୱଷି ଭାଷଣ ଲାଗି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି। ୨୨ ଦିନ ଅନଶନ ପରେ ଜୁଲାଇ ୨୦ରେ ଅଭିନେତ୍ରୀ ସାବାନା ଆଜମି ତାଙ୍କୁ ଜୁସ୍ ପିଆଇ ଅନଶନ ଭାଙ୍ଗିଥିଲେ। ଏହା ପରେ ସେ କମ୍ ନଜରକୁ ଆସିଥିଲେ। ହେଲେ ଆଜି ରାହୁଲଙ୍କ ସହ ପ୍ରେମମିଟରେ ନଜରକୁ ଆସିଥିଲେ। ନେହାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା