ନଣନ୍ଦ ଭାଉଜ ଭିତରେ ଲମ୍ୱା ସମୟ ଧରି ବିବାଦ ଥିଲା। ରିମସା ପୁଲିସକୁ କହିଛି, ଯେ ତାଙ୍କ ସ୍ୱାମୀ ଉବୈଶ ସହ ଭାଉଜ ନିଦାରର ସମ୍ପର୍କ ଥିଲା। ମନା କଲେ ବି କେହି ଶୁଣୁନଥିଲେ। ପାଲଟା ନିଦା କହିଥିଲେ, ନିଜ ସ୍ୱାମୀକୁ ଆଗ ସମ୍ଭାଳେ। ଏଥିରେ ଉତକ୍ଷିପ୍ତ ହୋଇ ୧୨ତାରିଖରେ ରୋଷେଇ ଘରେ ଥିବା ପରିବା କଟା ଛୁରୀରେ ସେ ନିଦାକୁ ଭୁଷିଦେଇଥିଲେ।
ଆୟୁଷି ଓ ତାଙ୍କ ଦାଦା ପୁଅ ଭାଇ ବଳରାମ ଉନ୍ନତମାନର ଚିକିତ୍ସା ଆଳରେ ତାଙ୍କୁ ସେଠାରେ ନେଇଗଲେ। ପ୍ରାୟ ୩ମାସ ଯାଏ ପରିବାରଠୁ ତାଙ୍କ ଠିକଣା ଲୁଚାଇରଖିଥିଲେ। ଦିନେ ଅଚାନକ ଆୟୁଷିର ମେସେଜ ଆସିଥିଲା।ଅନୁକମ୍ପା ଚାକିରୀ ସହ ସମ୍ପତ୍ତି ନିଜ ନାଁରେ କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିଲା। ଏକୁଟିଆପଣ, ଘୃଣା, ଅନୁକମ୍ପା ଚାକିରୀ ଓ ସମ୍ପତ୍ତିକୁ ପାଇବାର ଜୋସ ପ୍ରମୁଖ କାରଣ
ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା | ପରେ ଘରର ବାଥରୁମରେ ମୃତଦେହ ପୋତି ଦେଇ ଉପରେ ନୂଆ ଫ୍ଲୋରିଂ କରାଇଥିବା ଅଭିଯୋଗ । ୪୫ ଦିନ ପରେ ହତ୍ୟାର ପର୍ଦ୍ଦାଫାସ କଲା ପୋଲିସ ।