Ama Bus: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ସ୍କୁଲ ଅଟୋକୁ ଧକ୍କା
ପିତାପଲି ଛକରେ ସ୍କୁଲ ଅଟୋକୁ ପଛରୁ ପିଟିଲା ମୋ ବସ୍। ଦୁର୍ଘଟଣାରେ ଏକାଧିକ ଛାତ୍ରଛାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି।
S
By Subhadra DasPublished: Nov 13, 2026, 12:23 PM •1 min read •7 Views
ପିତାପଲି: ପୁଣି ମୋ ବସ୍କୁ ନେଇ ଉଠିଲା ଦୁର୍ଘଟଣାର ଅଭିଯୋଗ। ଖୋର୍ଦ୍ଧା ଜିଲ୍ଲା ପିତାପଲି ଛକରେ ଏକ ସ୍କୁଲ ଅଟୋକୁ ପଛପଟୁ ଧକ୍କା ଦେଇଛି ମୋ ବସ୍। ଫଳରେ ଅଟୋରେ ଥିବା ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା । ଦୁର୍ଘଟଣା ପରେ ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
S
Subhadra DasContent Writer
Comments0
Leave a Reply
Loading comments...
