ପୁରୀ ରଥଯାତ୍ରା: ଜଣେ ଶ୍ରଦ୍ଧାଳୁ ମୃତ
ରଥଯାତ୍ରାରୁ ଆସିଲା ଦୁଃଖଦ ଖବର। ପ୍ରବଳ ଭିଡରେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ।
S
By Subhadra DasPublished: Jul 16, 2026, 05:35 PM •1 min read •9 Views
ପୁରୀ: ରଥଯାତ୍ରାରୁ ଆସିଲା ଦୁଃଖଦ ଖବର। ପ୍ରବଳ ଭିଡରେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼ ଯୋଗୁଁ ଅଣନିଶ୍ବାସୀ ହୋଇ ତଳେ ପଡ଼ିଯାଇଥିଲେ ଜଣେ ଭକ୍ତ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
S
Subhadra DasContent Writer
Comments0
Leave a Reply
Loading comments...
