ବିଜୟ ସେଥୁପତିଙ୍କ ଚର୍ଚ୍ଚିତ ତାମିଲ୍ ଫିଲ୍ମ ‘ମହାରାଜା’ର ହଲିଉଡ୍ ରିମେକ୍ ନିଶ୍ଚିତ ହୋଇଛି। ଚୀନ୍ ଓ OTTରେ ସଫଳତା ପରେ ହଲିଉଡ୍ ଏଜେନ୍ସି ରିମେକ୍ ରାଇଟ୍ସ ପାଇଁ ନିର୍ମାତାଙ୍କୁ ଯୋଗାଯୋଗ କରିଥିଲା। ମୁଖ୍ୟ ଭୂମିକା ପାଇଁ ମ୍ୟାଥ୍ୟୁ ମ୍ୟାକକୋନାହେଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ତାଙ୍କ କାଷ୍ଟିଂ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
Silverstoneରେ ଅଜିତ କୁମାରଙ୍କ Le Mans ରେସ୍ର ceremonial green flag ଉଡ଼ାଇଲେ ତାମିଲନାଡୁ CM ତଥା ଅଭିନେତା ବିଜୟ। ଦୁଇ ଷ୍ଟାରଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର ଉତ୍ସାହ।