କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ୟେଲ୍ଲାପୁର ତାଲୁକା ଅନ୍ତର୍ଗତ ଅରାବାଇଲ ଘାଟିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ ଜଣ ସାଙ୍ଗ ମଧ୍ୟରୁ ଚାଲିଗଲା ୬ ଜଣଙ୍କ ଜୀବନ ଆଉ ୩ ଜଣ ଗୁରୁତର ଆହତ । ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ