ଜ୍ୱାଇଁ ମୁକେଶ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ଆଉ ଝିଅକୁ ମାରିଦେବାକୁ ଧମକ ଦେଉଥିଲା। ସେଥିଲାଗି ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ, ଉର୍ମିଳାଙ୍କୁ ମାରିବା ପଛରେ ସାନ ଜ୍ୱାଇଁ ମୁକେଶର ହିଁ ହାତ ଅଛି।
ପାଟଣାର ଏକ ରୋଜଗାର ମେଳାରୁ ICU ନର୍ସ ଚାକିରି ପାଇ ଦିଲ୍ଲୀ ଯାଇଥିବା ଜଣେ ଯୁବତୀ ନିର୍ଯାତନା ଓ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଚାକିରି ବଦଳରେ ତାଙ୍କୁ ଏକ ହୋଷ୍ଟେଲରେ ରଖାଯାଇଥିବା ଏବଂ ଅନୈତିକ କାର୍ଯ୍ୟରେ ସହଯୋଗ ପାଇଁ ଚାପ ପକାଯାଇଥିବା ସେ ଦାବି କରିଛନ୍ତି। ଘଟଣାର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।