ମେହେନ୍ଦି ଲଗାଇଲେ ବାଡ଼ୁଅ ଦୋଷ କଟିଯାଏ। ସେଥିଲାଗି ଶନିବାର ରାତିରୁ ହିଁ ଲୋକେ ଜୟପୁର ପହଞ୍ଚିବାରେ ଲାଗିଥିଲେ। ମେହେନ୍ଦି ବିତରଣ ସଂଧ୍ୟା ୭ଟାରେ ରଖିଥିଲା ପ୍ରଶାସନ। କିନ୍ତୁ ଭିଡ଼କୁ ଦେଖି ୫ଟାରୁ ଆରମ୍ଭ କରିଦେଇଥିଲା।
ଜୟପୁରରେ ଚଢ଼ାଉ; ବାଘ ଛାଲ କାରବାର ଚାଲିଥିବା ବେଳେ ମାଡ଼ି ବସିଲା ସ୍ୱତନ୍ତ୍ର ଗୁଇନ୍ଦା ଟିମ୍। ଚଢ଼ାଉ ବେଳେ ଜବତ ହେଲା କଲରାପତରିଆ ବାଘର ଛାଲ। ଜଣେ ଅଭିଯୁକ୍ତ ଅଟକ।