ଭସାଣି ଦେଖିବା ହେଲା କାଳ, ଜେନେରେଟରରୁ ନିଆଁ ଲାଗି ପୋଡ଼ି ହୋଇଗଲେ ୫ ଜଣ ଶିଶୁ | ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ରାଜସ୍ଥାନ ଦୌସା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରେଲରକୁ ଧକ୍କାଦେଲା ବସ୍, ନିଆଁରେ ପୋଡ଼ି ୮ ମୃତ, ୨୪ରୁ ଅଧିକ ଆହତ ।