ସାଙ୍ଗଙ୍କ ସହ ଘରୁ ବାହାରିଥିଲେ ଦଶମ ଶ୍ରେଣୀର ଛାତ୍ର, ହେଲେ ଆଉ ଫେରିଲେନି। ମହାନଦୀ ପଠାରୁ ମିଳିଲା ତାଙ୍କ ମୃତଦେହ। ସୋସିଆଲ ମିଡିଆରେ ତ୍ରିକୋଣୀୟ ପ୍ରେମକୁ ନେଇ ବିବାଦରୁ ରକ୍ତପାତ ହୋଇଥିବା ସନ୍ଦେହ। ପ୍ରେମ ପାଇଁ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ! ଏହି ରହସ୍ୟମୟ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ଼ ସୁରାଗ।
ମାଣିଆବନ୍ଧ ଥାନା ଅଞ୍ଚଳରେ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଏବେ ମଧ୍ୟ ଫେରାର । କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ।