ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ । ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ (ଟ୍ରେଣ୍ଟ ବ୍ରିଜ୍) ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଚମ୍ପୁଆ ବ୍ଲକର ବାଲିପଶି ଗାଁରେ ୩୫ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ହାତୀପଲ ବାଲିପଶି ଗାଁର ଲାଲମୋହନ ମୁଣ୍ଡାଙ୍କ ଘର ଭାଙ୍ଗି ଭିତରେ ଥିବା ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ବ୍ୟାପକ କ୍ଷତି କରିଥିଲେ।