ଆୟୁଷ୍ମାନ ଭାରତ ଯୋଜନା ନିଜର ୮ ବର୍ଷ ପୂରଣ କରିଦେଇଛି, ଯେଉଁଥିରେ ୬୦ କୋଟିରୁ ଅଧିକ ଲୋକଙ୍କୁ ସସ୍ତା ଓ ଭଲ ସ୍ଵାସ୍ଥସେବା ମିଳିଛି |
ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ୮ ବର୍ଷ ପୂରିଛି। ୬୦ କୋଟିରୁ ଅଧିକ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମିଳୁଛି ସ୍ୱାସ୍ଥ୍ୟ କଭର ।