ନିଜ ପ୍ରଶଂସକମାନଙ୍କୁ କ୍ଷମା ମାଗିବା ସହ ଏହି ବିରତିକୁ ଅସ୍ଥାୟୀ ବୋଲି ସଙ୍କେତ ଦେଇଛନ୍ତି। ତାଙ୍କ ବ୍ଲଗ୍ରେ ମଧ୍ୟ ସେ କଠୋର ବିଶ୍ରାମ ଓ ସୁସ୍ଥତା ପ୍ରକ୍ରିୟା ଚାଲିଥିବା ଉଲ୍ଲେଖ କରିଥିଲେ।
ଅମିତାଭ ବଚ୍ଚନଙ୍କ ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିତ୍ୱ ଅଧିକାର ସମ୍ପର୍କିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେତେକ ପକ୍ଷଙ୍କ ସହ ହୋଇଥିବା ଆପୋସ ବୁଝାମଣା ଚୂଡ଼ାନ୍ତ ନହୁଏ ଏବଂ ଅମିତାଭ ବଚ୍ଚନ ମାମଲାକୁ ଆଗକୁ ନେବାକୁ ଚାହାନ୍ତି, ତେବେ ତାଙ୍କୁ ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହିବାକୁ ପଡ଼ିବ।
ଧର୍ମଶାଳା ନିର୍ମାଣ ଏବେ ଅନ୍ତିମ ଅନୁମୋଦନ ଅପେକ୍ଷାରେ। ଅଯୋଧ୍ୟା ବିକାଶ ପ୍ରାଧିକରଣ ପ୍ରସ୍ତାବିତ ନକ୍ସାକୁ ନେଇ ସାର୍ବଜନୀକ ନୋଟିସ ଜାରି କରିଛି। ୧୫ ଦିନ ଭିତରେ ଆପତ୍ତି ଅଭିଯୋଗ ଦାଖଲ କରିବାକୁ କହିଛି।