ଇଂଲଣ୍ଡର ଗୋଲଡେନ ବୟ କେନ୍-ସାଜିଲେ ସର୍ବାଧିକ ଗୋଲସ୍କୋରର
ସେ ପୂର୍ବତନ କ୍ୟାପଟେନ୍ ଗୈରି ଲିନେକରଙ୍କ ରେକର୍ଡର ସମକକ୍ଷ ହୋଇଗଲେ। ଏହି ମୁକାବିଲାରେ ଗୈରିଙ୍କ ସମକକ୍ଷ ହେବାକୁ କେନଙ୍କୁ ୨ ଗୋଲ୍ ଦରକାର ଥିଲା। କେନ୍ ପ୍ରଥମାର୍ଦ୍ଧରେ ହିଁ ଦୁଇଟି ଗୋଲ କରିଦେଇଥିଲେ। ୧୨ ମିନିଟରେ ପ୍ରଥମ ଗୋଲ ଓ ହାଫ ଟାଇମର ଅବ୍ୟବହିତ ଆଗରୁ ଦ୍ୱିତୀୟ ଗୋଲ୍ କରିଥିଲେ। ଟୁର୍ଣ୍ଣାମେଣ୍ଟ ଇତିହାସରେ ୫ଟି ପେନାଲଟି କରିବାର ପ୍ରଥମ ଖେଳାଳୀ ବି ସାଜିଲେ।

ଫିଫା ବିଶ୍ୱକପରେ ଦୁଇ ଗୋଲ ସହ ବିଶ୍ୱର ସବୁଠୁ ସଫଳ ଗୋଲସ୍କୋରର ହେବାର ଗୌରବ ରଚିଲେ କୈନ୍। ଗୈରି ଲିନେକରଙ୍କ ୧୦ ବିଶ୍ୱକପ ଗୋଲ ରେକର୍ଡର ସମକକ୍ଷ ହେଲେ। ଇଂଲଣ୍ଡର ସବୁଠୁ ସଫଳ ଗୋଲସ୍କୋରର ହେବାର ଗୌରବ ହାସଲ କଲେ କୈନ୍। ଫିଫା ବିଶ୍ୱକପରେ ଇଂଲଣ୍ଡ ନିଜ ଜିତ୍ ସହ ଅଭିଯାନ ଆରମ୍ଭ କରିଛି। କ୍ରୋଏସିଆ ସହ ୪-୨ ଗୋଲରେ ଜିତିବା ସହ ହୈରି କେନ୍ ଦୁଇଟି ଗୋଲ୍ ଦେଇଥିଲେ। କେନ ଏହି ଦୁଇ ଗୋଲ ସହ ନିଜ ନାଁରେ ବଡ଼ ଉପଲବ୍ଧି ହାସଲ କରିନେଲେ। ଇଂଲଣ୍ଡ ପକ୍ଷରୁ ବିଶ୍ୱକପ ଇତିହାସରେ ସର୍ବାଧିକ ଗୋଲ କରିବା ଖେଳାଳୀ ତାଲିକାରେ ମିଳିତ ଭାବେ ଏକ ନମ୍ୱରକୁ ପହଞ୍ଚିଯାଇଛନ୍ତି। ସେ ପୂର୍ବତନ କ୍ୟାପଟେନ୍ ଗୈରି ଲିନେକରଙ୍କ ରେକର୍ଡର ସମକକ୍ଷ ହୋଇଗଲେ। ଏହି ମୁକାବିଲାରେ ଗୈରିଙ୍କ ସମକକ୍ଷ ହେବାକୁ କେନଙ୍କୁ ୨ ଗୋଲ୍ ଦରକାର ଥିଲା। କେନ୍ ପ୍ରଥମାର୍ଦ୍ଧରେ ହିଁ ଦୁଇଟି ଗୋଲ କରିଦେଇଥିଲେ। ୧୨ ମିନିଟରେ ପ୍ରଥମ ଗୋଲ ଓ ହାଫ ଟାଇମର ଅବ୍ୟବହିତ ଆଗରୁ ଦ୍ୱିତୀୟ ଗୋଲ୍ କରିଥିଲେ। ଟୁର୍ଣ୍ଣାମେଣ୍ଟ ଇତିହାସରେ ୫ଟି ପେନାଲଟି କରିବାର ପ୍ରଥମ ଖେଳାଳୀ ବି ସାଜିଲେ। ୨୦୧୮ରେ ନିଜର ପ୍ରଥମ ଫିଫା ବିଶ୍ୱକପ୍ ଖେଳିଥିଲେ କେନ୍। ସେ ମ୍ୟାଚରେ ଇଂଲଣ୍ଡ ସେମିଫାଇନାଲ ଯାଏ ପହଞ୍ଚିଥିଲା। ହେରି କେନ୍ ୬ ଗୋଲ୍ ସହ ଗୋଲଡେନ ବୁଟ୍ ଜିତିଥିଲେ। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ କରିଥିଲେ। ଏହା ପରେ ୨୦୨୨ ବିଶ୍ୱକପରେ ବି ଭଲ ପ୍ରଦର୍ଶନ କରିଥିଲେ। ସେନେଗଲ ଓ ଫ୍ରାନ୍ସ ବିରୁଦ୍ଧରେ ୨ ଗୋଲ୍ କରିଥିଲେ। ହୈରି କେନ୍ ଇଂଲଣ୍ଡ ପାଇଁ ସର୍ବାଧିକ ଗୋଲ କରିବା ଖେଳାଳୀ ଅଟନ୍ତି। ୨୦୧୮ରେ ବିଶ୍ୱକପ୍ ସେମିଫାଇନାଲ, ୨୦୨୦ ଓ ୨୦୨୪ରେ ୟୁରୋ କପ୍ ଫାଇନାଲ ଖେଳିଥିବା ଇଂଲଣ୍ଡ ଟିମରେ ଥିଲେ। ୧୨ ମ୍ୟାଚ ଖେଳି ୧୦ ଗୋଲ୍ କରିଥିବା ଗୈରି ଲିନେକରଙ୍କ ରେକର୍ଡର ଏଥର ବିଶ୍ୱକପରେ ସମକକ୍ଷ ହୋଇଗଲେ।
