କେଉଁଠି ଡାଲିରେ ଗଣେଶ, ତ କେଉଁଠି ବର୍ଜ୍ୟ ବୋତଲରେ ମଣ୍ଡପ ସଜା। ଗଣେଶ ପୂଜାକୁ ନିଆରା ଢଙ୍ଗରେ ପାଳନ କରି ପରିବେଶ ପ୍ରତି ସଚେତନତାର ବାର୍ତ୍ତା ଦେଇଛି ସୋର କମରପୁରର ଲିଟିଲ ଷ୍ଟାର କ୍ଲବ।