ଆସନ୍ତା ରଥଯାତ୍ରାକୁ ସୁଚାରୁ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଟାଉନ ହଲରେ ଏକ ସ୍ୱତନ୍ତ୍ର ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ବିଭାଗକୁ ସୁଚାରୁ ଓ ସମନ୍ୱିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚରାରେ ପାହାଡ଼ରୁ ଖସି ପଡ଼ି ଜଣେ ଯୁବକ ମୃତ। ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟର ଦେଭୋଗ ଥାନା ଅନ୍ତର୍ଗତ କର୍ଲାଗୁଡ଼ା ଗାଁର ଲୋକେଶ ଦୁରିଆ।