ଢେଙ୍କାନାଳ ସହରରେ ପୁଣି ସକ୍ରିୟ ହୋଇଛି ଦେବୀ-ଦେବତାଙ୍କ ଅଙ୍ଗଲାଗି ସୁନା ଅଳଙ୍କାର ଲୁଟେରା ରାକେଟ। ଟାଉନ ଥାନା ଅଞ୍ଚଳର ବାଜିଚୌକସ୍ଥିତ ପ୍ରସିଦ୍ଧ ମା' ବାଟମଙ୍ଗଳା ମନ୍ଦିରରେ ଚୋରି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।