ସରକାରଙ୍କ ଦାବି ଯେ, ବଡ଼ କ୍ୟାଡ଼ର ଉପରେ ବାର୍ଷିକ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଖର୍ଚ୍ଚକୁ ରୋକିବା ଓ ପ୍ରଶାସନିକ ବ୍ୟୟକୁ ମୁକାବିଲା ଲାଗି ହିମାଚଳପ୍ରଦେଶ ସରକାର ଏଭଳି ଚିନ୍ତା କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କ ସଂଖ୍ୟା ଯେତିକି ସ୍ୱୀକୃତି ପାଇଛି। ତାଠୁ କମ୍ କରିବାକୁ ଔପଚାରିକ ପ୍ରସ୍ତାବ ପଠାଯିବ।