କେନ୍ଦୁଝର ବଡ଼ବିଲ୍ ଅଞ୍ଚଳରେ ସକ୍ରିୟ ଥିବା ଏକ ବଡ଼ ଧରଣର ଡକାୟତ ଏବଂ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଡ଼ବିଲ୍ ଥାନା ପୋଲିସ। ମାମଲାରେ ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।