ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ଥିବାବେଳେ ବନ୍ୟାରେ ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି | ଏହି ସଙ୍କଟଜନକ ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଓଡ୍ରାଫର ରେସକ୍ୟୁ ଅପରେସନ୍ ଟିମ୍ |
ବର୍ଷା ଯୋଗୁଁ କେତେକ ସ୍ଥାନରେ ଯୋଗାଯୋଗ ସମସ୍ୟା ଦେଖାଦେଇଛି |ରାସ୍ତାରେ ଅଟକିଥିବା ଲୋକ, ରୋଗୀ ଓ ଗାଡ଼ିଚାଳକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି।୫ଜଣ ଅଫିସରକୁ ଫିଲ୍ଡକୁ ପଠାଇଲେ ସରକାର |