ଧ୍ରୁବ ରାଠୀଙ୍କ ବଢ଼ିଲା ଅଡ଼ୁଆ, ମାନହାନି ମାମଲାରେ ସାକେତ୍ କୋର୍ଟ ଜାରି କଲେ ଜାମିନବିହୀନ ଗିରଫ ପରୱାନା।
ଜାମିନ ବିହୀନ ପରୱାନା ବଳରେ ମନ୍ମଥ କୁମ୍ଭଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ। ୩୦୨/୧୨୦-ବି ମାମଲାରେ ଅଭିଯୁକ୍ତ ମନ୍ମଥଙ୍କୁ ଅଦାଲତରେ ହାଜର କରାଗଲା।