ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ଦିନକୁ ୬୫୪ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ରପ୍ତାନିକୁ ଅନୁମତି ଦେଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ।
୧୫ରୁ ୧୭ ଦିନର ଏକ ନବଜାତକ ଭୋକରେ ଆଉଟୁପାଉଟୁ ହେଉଥିଲା। ତା ପାଇଁ କ୍ଷୀରର ବ୍ୟବସ୍ଥା ହୋଇପାରୁନଥିଲା। ପିଲାଟିର ଅବସ୍ଥା ଦେଖି ବାଦି ନିଜ କୋଳକୁ ନେଇ ନିଜର ସ୍ତନ୍ୟପାନ କରାଇଛନ୍ତି। ସୀତା ବାଦିଙ୍କ ନିଜର ଜୀବନ ବି ବେଶ୍ ସଂଘର୍ଷ ସହ ଜଡ଼ିତ।