୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର। ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ଭବ୍ୟ ସମାରୋହ, ଏକତା ନଗରରେ ୯୨ ଜଣ ବିଜେତା ସମ୍ମାନିତ।
ନ୍ୟାସନାଲ ଫିଲ୍ମ ଆୱାର୍ଡସ 2026 କୁ ନେଇ ବଡ ଧରଣର ପରିବର୍ତ୍ତନ । ଭାଙ୍ଗିଲା ୭୨ ବର୍ଷର ପରମ୍ପରା । ପ୍ରଥମ ଥର ଦିଲ୍ଲୀ ବାହାରେ ହେବ ନ୍ୟାସନାଲ ଫିଲ୍ମ ଆୱାର୍ଡସ୍ ।