ପତ୍ନୀ ନସରନିଙ୍କ ଶରୀରର ୬ଟି ଜାଗାରେ କରେଣ୍ଟ ଦେଇ କିଲିବିଲି କରି ମାରିଦେଲା। ବିଳାସପୁର ଥାନା କହିଛି, କରେଣ୍ଟରୁ ମୃତ୍ୟୁର କଥା ପୋଷ୍ଟମର୍ଟମ ରିପୋର୍ଟରେ ପୁଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି।ବାପ ଘର ସମ୍ପତ୍ତିର ନିଜ ସେୟାର ବିକିବାକୁ ନସରିନଙ୍କ ଉପରେ ବାରମ୍ୱାର ଚାପ ପଡ଼ୁଥିଲା।