ସଞ୍ଜୟ ଦତ୍ତଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଏବେ ଇଣ୍ଟରନେଟ ରେ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଡୋନାଲଡ ଟ୍ରମ୍ପଙ୍କ ଝିଅ ଟିଫାନୀ ଏକ ଭାରତୀୟ ପୋଷାକରେ ନଜର ଆସୁଛନ୍ତି |