ପବିତ୍ର ମହାଳୟା। ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ବରଗଡର ଅଧିଷ୍ଠାତ୍ରି ଦେବୀ ମା’ ସମଲେଶ୍ୱରୀ । ଭକ୍ତଙ୍କ ପ୍ରବଳ ଭିଡ଼। ଆରମ୍ଭ ହେବ ନବଦିନାତ୍ମକ ଶାରଦୀୟ ପୂଜା।
ପବିତ୍ର ମହାଳୟାରେ ପୁରୀର ତୀର୍ଥପୁଷ୍କରିଣୀ ଓ ଯାଜପୁରର ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼। ଆସନ୍ତାକାଲିଠାରୁ ମା’ ବିରଜାଙ୍କ ପୀଠରେ ଆରମ୍ଭ ହେବ ରଥଯାତ୍ରା।