କୁକୁରଜଙ୍ଘାରେ ଘୋଷଯାତ୍ରା ପ୍ରସ୍ତୁତି। ଅନନ୍ୟ ପରମ୍ପରାରେ ବାଉଁଶ ସାହାଯ୍ୟରେ ଟଣାଯିବ ରଥ। ୧୬ ଚକ ବିଶିଷ୍ଟ ୪୫ ଫୁଟ ଉଚ୍ଚ ରଥ ପ୍ରସ୍ତୁତ, ଘୋଷଯାତ୍ରାକୁ ନେଇ ଭକ୍ତଙ୍କ ଉତ୍ସାହ।