ଅତୁଲ ମରିବା ପରେ ବୀମା ରାଶି ହଡ଼ପ କରିବାର ପ୍ଲାନ୍ ଥିଲା। ସେ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଦାମିନୀକୁ ବିବାହ କରିଥାଆନ୍ତା। ପୁଲିସ ତଦନ୍ତରୁ ଏ କଥା ବି ଆସିଛି ଯେ, ଅତୁଲଙ୍କ ନାଁରେ ପ୍ରାୟ ୨୦ଲକ୍ଷ ଟଙ୍କାର ବୀମା ଥିଲା।