ଲାପଟପରେ ଥିବା ଏକ୍ସେଲ ଫାଇଲରେ ମିଳିଲା ପ୍ରାୟ ୫ଲକ୍ଷ ଜାଲି ଇମେଲ ଆଇଡି, ତାହାର ପାସଓ୍ୱାର୍ଡ ଓ ରିକଭରି ଡିଟେଲ୍ସ। ଜାଲି ଇମେଲ ଆଇଡି ବ୍ୟବହାର କରି ଦେଶର ବିଭିନ୍ନ ଅଞ୍ଚଳରେ ବୋମାରେ ଉଡ଼ାଇଦେବାକୁ ଦେଉଥିଲା ଧମକ।
ସାଧାରଣତଃ ଜଣେ ରନର ୩୮ କିମି ଦୌଡିଲେ ବଡ ଉପଲବ୍ଧି ବୋଲି ଧରାଯାଏ | ହେଲେ କାନପୁରରେ ଗୋଟେ ବୁଲା କୁକୁର ବିନା ନିମନ୍ତ୍ରଣରେ ରନର ମାନଙ୍କ ସହ ୩୮ କିମି ଦୌଡି ଇଣ୍ଟରନେଟରେ ଷ୍ଟାର ପାଲଟି ଯାଇଛି | ତାକୁ ରନରମାନେ ମଜାରେ ‘ପିଲ୍ଲୁ ଗଗିନ୍ସ’ ଡାକୁଛନ୍ତି |