ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗାଁରେ ନିଜ କର୍ତ୍ତବ୍ୟ କରିବାକୁ ଯାଇ ନିଜ ସମ୍ପ୍ରଦାୟରୁ ବାସନ୍ଦ ହେଲେ ଆଶାକର୍ମୀ । ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଗଜପତି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାକର୍ମୀ ସୁନନ୍ଦିନୀ ।