୧୯୯୪ ପରେ ଏଭଳି ପ୍ରଥମ ଥର ହେଲା। ଯେବେ ବିଶ୍ୱକପରେ କୌଣସି ଖେଳାଳୀ ପ୍ରଥମାର୍ଦ୍ଧରେ ହିଁ ହାଟ୍ରିକ ମାରଲେ। ଋଷର ଓଲେଗ ସାଲେଙ୍କୋ ୧୯୯୪ରେ ବିଶ୍ୱକପରେ କୈମରୁନ ବିରୁଦ୍ଧରେ ପ୍ରଥମାର୍ଦ୍ଧ ପୂର୍ବରୁ ତିନୋଟି ଗୋଲ୍ କରିଥିଲେ। ଗୋଲଡେନ ବୁଟ୍ ରେସରେ ବି ଜୋରଦାର ଏଣ୍ଟ୍ରି ମାରିଲେ ଉସମାନ। ଗୋଲଡେନ ବୁଟ୍ ପାଇଁ ପୂର୍ବରୁ କିଲିୟନ ଏମ୍ୱାପେ ଓ ଲିୟୋନେଲ ମେସିଙ୍କ ଭଳି ଖେଳାଳୀ ଦାବିଦାର ସାଜିଛନ୍ତି।