ରାମଲୀଳା ପାଇଁ ଆସିଥିବା ହାତୀ ୧୨ ଘଣ୍ଟା ଧରି ଆତଙ୍କ ଖେଳାଇଲା | ହାତୀ ଆକ୍ରମଣରେ ମାହୁନ୍ତ ଗୁରୁତର ଆହତ ହୋଇ ୫୦ଟି ଷ୍ଟିଚ୍ ପଡ଼ିଥିବା ବେଳେ, ଶେଷରେ ବନ ବିଭାଗ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲା |
ଚମ୍ପୁଆ ରେଞ୍ଜର ପତଳା ଗାଁରେ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେଉଛି। ଏହାକୁ ନେଇ ଗ୍ରାମବାସୀ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ହାତୀ ଘଉଡ଼ାଇବା ଓ କ୍ଷତିପୂରଣ ଦାବି କରିଛନ୍ତି।