ଧନତେରସ କାହିଁକି ପାଳନ କରାଯାଏ? ଜାଣନ୍ତୁ ଧନତ୍ରୟୋଦଶୀର ଧାର୍ମିକ ମହତ୍ତ୍ୱ, ଭଗବାନ ଧନ୍ୱନ୍ତରୀଙ୍କ ପୂଜା ବିଧି, ସୁନା ଓ ରୁପା କିଣିବାର ପରମ୍ପରା ଏବଂ ପୌରାଣିକ କାହାଣୀ।