ନୋରା ଫତେହିଙ୍କ ବିରୋଧରେ ₹3 କୋଟିର ମାମଲା; ବିମାନକୁ ‘ଛୋଟ’, ‘ଖେଳନା’ ଓ ‘ଲେଗୋ ଏୟାରପ୍ଲେନ’ କହିବାକୁ ନେଇ ଡ୍ୟୁନ୍ସ ଏଭିଏସନର ଅଭିଯୋଗ।
ଏଭଳି ବୟାନ ପ୍ରଧାନମନ୍ତ୍ରୀଙ୍କ ସମେତ ସତ୍ତାରୁଢ଼ ଦଳ ଓ ଏହାର ସଦସ୍ୟଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। କୋର୍ଟ କହିଥିଲେ, ଏହି ବୟାନରେ ବାସ୍ତବିକ ଉଦେଶ୍ୟ କଅଣ ଥିଲା। ଏହା ଦଳୀୟ ସଦସ୍ୟଙ୍କ ଉପରେ କି ପ୍ରଭାବ ପକାଉଛି ଶୁଣାଣୀ ବେଳେ ବିଚାର କରାଯିବ।