କୁଲଗାମରେ ହଠାତ୍ ଗୁଳିବର୍ଷା! ବାଇକ୍ରେ ଆସି CRPF ଯବାନଙ୍କୁ ଟାର୍ଗେଟ୍ |
ସଡ଼କ ଦୁର୍ଘଟଣାରେ ଜଣେ ସହକର୍ମୀଙ୍କୁ ହରାଇବା ପରେ ତାଙ୍କ ପରିବାରକୁ ଏକା ଛାଡ଼ିନାହାନ୍ତି ସିଆରପିଏଫ୍ର ୨୦୦୭ ବ୍ୟାଚ୍ର ଯବାନ। ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସରକାରୀ ସୁବିଧା ଓ ଚାକିରି ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି ସହକର୍ମୀମାନେ।