ମୁମ୍ବାଇ ହାଇକୋର୍ଟ ଅଭିନେତା ଇମ୍ରାନ ଖାନ ଯାଚିକାରେ ଶୁଣାଣୀ ପାଇଁ ୨୬ ଅକ୍ଟୋବର ତାରିଖ ସ୍ଥିର କରିଛନ୍ତି | ଆଜି ଅଭିନେତାଙ୍କ ଆବେଦନ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା | କୋର୍ଟ କହିଛନ୍ତି କେବଳ ଅଭିନେତା ନୁହେଁ, ଏହିଥରେ ରାଜ୍ୟ ସରକାର ବି ପକ୍ଷ ରହିବା ଦରକାର | ଇମ୍ରାନକୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଦେଶ ଛାଡିବା ପାଇଁ ନୋଟିସ ଜାରି କରିଛନ୍ତି |
୨୦୧୩ ନଭେମ୍ୱର ୭ ଓ ୮ ତାରିଖରେ ଗୋଆର ଗ୍ରାଣ୍ଡ ହାୟାଟ୍ ହୋଟେଲର ଲିଫ୍ଟ ଭିତରେ ତରୁଣ ତେଜପାଲ ଦୁଇଥର ତାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ବିରୋଧ କରିଥିଲେ ମଧ୍ୟ ତେଜପାଲ ବଳପୂର୍ବକ ଏହି କାର୍ଯ୍ୟ କରିଥିଲେ।ଅପରାହ୍ନ ଅଢ଼େଇଟାରେ ଦଣ୍ଡ ଶୁଣାଇବେ ଅଦାଲତ। ତେଜପାଲ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।