କଲେଜ ନିର୍ବାଚନରେ ବିଜେଡିର ସଫଳତା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ଇପ୍ସିତା ସାହୁ। ଜେନ୍-ଜିଙ୍କୁ ଜିତିବାରେ ବିଜେପି ବିଫଳ ହୋଇଥିବା କହିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଯୁବପିଢ଼ି ଜବାବ ଦେବେ ବୋଲି ସେ ଦାବି କରିଛନ୍ତି।
ବିଜେପି ସରକାରକୁ ଟାର୍ଗେଟ୍ କରି ଓଡ଼ିଶାର ସୁନାମ ଓ ବିକାଶ କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖଣି ଆଇନ, ପାଠ୍ୟପୁସ୍ତକରେ ତ୍ରୁଟି, ଭୋଟର ତାଲିକାରୁ ନାମ ବାଦ୍ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କୁ ସଚେତନ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଲେ ନବୀନ।