ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଆଇନ ଛାତ୍ର ଗିରଫ। ସୋମ୍ୟଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ। ସେପଟେ ପିଲାଙ୍କୁ ଗାଡି ଦେବା ପୂର୍ବରୁ ଅଭିଭାବକମାନଙ୍କୁ ସତର୍କ କରାଇଲେ ପୋଲିସ କମିଶନର।