ବାଲେଶ୍ୱର ସୋର ମୁଳିସିଂ ଉପ କାରାଗାର କାଯ୍ୟରତ ୱାଡ଼ର କୁ ମାଣତ୍ରୀ ଛକ ନିକଟରେ ଦିନ ଦ୍ୱିପ୍ରହରେ ରେ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ। ଖବରରୁ ଜଣାପଡିଛି କାଯ୍ୟରତ ସୁରେନ୍ଦ୍ର ସାମଲ ବୟସ 55 ଘର ବଳଦିଆପଡ଼ା କେଶରିପୁରକୁ କାର୍ଯ୍ଯ ସାରି ଘରକୁ ଯିବା ବାଟରେ ତିନି ଜଣ ଦୁବୁର୍ତ୍ତ ଧାରୁଆ ଅସ୍ତ୍ରରେ ଗୋଡ଼ ହାତକୁ ହାଣି ଥିଲେ।