ଯେଉଁ ୬୫ଲକ୍ଷ ଭୋଟର ତାଲିକା ବାଦ୍ ପଡ଼ିଛନ୍ତି, ସେଥିରେ ସେ ବି ଯୋଡ଼ି ହୋଇଗଲେ ବୋଲି କଟାକ୍ଷ କରିଛନ୍ତି ପ୍ରକାଶ। ଇନଷ୍ଟାଗ୍ରାମରେ ୬୧ ବର୍ଷୀୟ ଅଭିନେତା ପ୍ରକାଶ ରାଜ୍ ପୁରା ବ୍ୟବସ୍ଥାକୁ ନେଇ ତାତ୍ସଲ୍ୟ କରିଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ୍ ନିର୍ବାଚନ କ୍ଷେତ୍ରରୁ ୨୦୧୯ ଲୋକସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ।